ନୂଆଦିଲ୍ଲୀ : କାଳ ହେଲା ମାଞ୍ଜା ସୂତା । ମକର ସଂକ୍ରାନ୍ତିରେ ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣଙ୍କ ଜୀବନ ଗଲା । ଚାଇନିଜ ମାଞ୍ଜା ସୂତାରେ ବେକ କଟି ଯିବାରୁ ଜୀବନ ଗଲା । ଗୁଜୁରାଟରେ ୪ , ମୁମ୍ବାଇ ଓ ମଧ୍ୟ ପ୍ରଦେଶରେ ଜଣେ ଲେଖାଏଁ ମୃତ । ବିଭିନ୍ନ ସ୍ଥାନରେ ଅନେକ ଆହତ ମେଡିକାଲରେ ଚିକିତ୍ସାଧୀନ ।
Views: 92











