The Ultimate Managed Hosting Platform
ADVERTISEMENT

ବିବାହ ପାଇଁ ରାଜି ହେଲେନି ପରିବାର, ଝୁଲିପଡିଲେ ପ୍ରେମୀ ଯୁଗଳ

Facebook
Twitter
LinkedIn

କୋରାପୁଟ : ରାଜି ହେଲେନି ପରିବାର । ବିବାହ ସିନା କରିପାରିବେନି କିନ୍ତୁ ଏକାଠି ତ ମରିପାରିବେ । ଝୁଲିପଡିଲେ ପ୍ରେମିଯୁଗଳ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚଣାବାଡ଼ ପଞ୍ଚାୟତ ସ୍ଥିତ ଯୋଡ଼ିପାଇ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମିକାର ଓଢଣୀରେ ସେହି ଗ୍ରାମର ମହେନ୍ଦ୍ର ହିକକା ଓ ଯୁବନ୍ତି ମୁସ୍କା ଝିଲି ପଡ଼ିଛନ୍ତି। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ବିବାହ ପାଇଁ ଘରଲୋକ ରାଜି ନ ହେବାରୁ ପ୍ରେମୀଯୁଗଳ ଏମିତି ଏକ ନିଷ୍ପତି ନେଇଥିବା ଜଣାପଡ଼ିଛି। ଆଜି ଗାଁ ମୁଣ୍ଡ ଆମ୍ବତୋଟା ତେନ୍ତୁଳି ଗଛରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login