The Ultimate Managed Hosting Platform
ADVERTISEMENT

ପରିକ୍ରମା ପ୍ରକଳ୍ପ : ଯିବେନି ନରସିଂହ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେବେନି ନରସିଂହ ମିଶ୍ର । ଯୋଗ ଦେବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଯୋଗ ନ ଦେବା ନେଇ ମିଡିଆକୁ କାରଣ ଦର୍ଶାଇଲେ ନରସିଂହ । ମୁଁ ବଲାଙ୍ଗିରରେ ଥିବା ବେଳେ ମୋ ଭୁବନେଶ୍ୱର ଘରେ ଦେଇଛନ୍ତି ନିମନ୍ତ୍ରଣ ପତ୍ର । ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ମୁଁ ଯିବିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login