The Ultimate Managed Hosting Platform
ADVERTISEMENT

ହୀରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ

Facebook
Twitter
LinkedIn

ସମ୍ବଲପୁର : ହୀରାକୁଦ ଡ୍ୟାମରେ ଚଳିତ ବର୍ଷ ପକ୍ଷୀ ଗଣନା ଶେଷ । ଏ ନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ । ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ । ଚଳିତ ବର୍ଷ ହୀରାକୁଦ ଡ୍ୟାମକୁ ଆସିଛନ୍ତି ୨୦ଟି ନୂଆ ପ୍ରଜାତିର ପକ୍ଷୀ । ଏବର୍ଷ ହୀରାକୁଦକୁ ଆସିଛନ୍ତି ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ । ଗଚ୍ଛବର୍ଷ ହୀରାକୁଦକୁ ଆସିଥିଲେ ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login