The Ultimate Managed Hosting Platform
ADVERTISEMENT

ଘନ କୁହୁଡିରେ ବାଇକ ଧକ୍କା, ଜଣେ ମୃତ

Facebook
Twitter
LinkedIn

ପିପିଲି : ପିପିଲି ଖଣ୍ଡିଆଗିରି ଗାଁ ନିକଟ ପୋଲରେ ବିଳମ୍ବିତ ରାତିରେ ଦୁର୍ଘଟଣା । ଘନ କୁହୁଡି ଯୋଗୁଁ ପୋଲରେ ପିଟି ହେଲା ବାଇକ୍ । ଗୁରୁତର ଅବସ୍ଥାରେ ଜଣେ ବାଇକ୍ ଆରୋହୀଙ୍କୁ କଟକ ସ୍ଥାନାନ୍ତର । ଆଜି ସକାଳେ ଦୁର୍ଘଟଣାସ୍ଥଳରୁ ଅନ୍ୟଜଣଙ୍କ ମୃତଦେହ ଉଦ୍ଧାର । ମୃତକ ଗତରାତିରେ ଘଟିଥିବା ବାଇକ ଦୁର୍ଘଟଣାରେ ଆରୋହୀ ସନେ୍ଦହ । ଦୁଇ ବାଇକ ଆରୋହୀ ପୁରୀରୁ କଣ୍ଟିଲୋ ଯାଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login