ଝାରସୁଗୁଡା : ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀ ମୃତ । ବେଲପାହାଡ ଥାନା ଗୈାରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଫେରାର । ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Views: 74