The Ultimate Managed Hosting Platform
ADVERTISEMENT

ଭାଷ୍ୟକାର ପ୍ୟାନେଲରୁ ବାଦ୍ ପଡିଲେ ରବି ଶାସ୍ତ୍ରୀ

Facebook
Twitter
LinkedIn

କଟିଲା ରବି ଶାସ୍ତ୍ରୀଙ୍କ ପତ୍ତା । ଭାଷ୍ୟକାର ତାଲିକାରୁ ପଡିଲେ ବାଦ୍ । ବିସିସିଆଇ ଆଗାମୀ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ସିରିଜ ପାଇଁ ଜାରି କରିଥିବା ଭାଷ୍ୟକାର ତାଲିକାରେ ରବି ଶାସ୍ତ୍ରୀଙ୍କ ନାଁ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ତେବେ ରିପୋର୍ଟ ଅନୁସାରେ, ଶାସ୍ତ୍ରୀ ନିଜେ ଭାଷ୍ୟକାର ତାଲିକାରୁ ଦୂରେଇବା ପାଇଁ ଚାହିଁଥିଲେ ବୋଲି କୁହାଯାଇଛି । କିଛି ସମୟ ପାଇଁ ସେ ବ୍ୟସ୍ତ ରହିବେ ବୋଲି ସେ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ରବି ଶାସ୍ତ୍ରୀ ନିକଟରେ ବିସିସିଆଇ ଓ କିଛି ଖେଳାଳିଙ୍କୁ ନେଇ ବୟାନ ଦେଇଥିଲେ । ଯାହାକୁ ନେଇ ବିବାଦ ବଢିଥିଲା । ଏପରିକି ଦଳର ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ବିରାଟ କୋହଲି ଦିନିକିଆ ଅଧିନାୟକ ପଦରୁ ବିଦା ହେଲା ପରେ ରବି ଶାସ୍ତ୍ରୀ ଲଗାତର ଭାବେ ବିବାଦୀୟ ମନ୍ତବ୍ୟ ଦେଇ ଆସୁଛନ୍ତି 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login