ଭୁବନେଶ୍ୱର : ଭୁବନେଶ୍ୱର ହାଇଟେକ ମେଡିକାଲ ବିସ୍ଫୋରଣ ଘଟଣାରେ ଟ୍ୱିଷ୍ଟ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ ସୃଷ୍ଟି । ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ନେଇ ଦ୍ୱନ୍ଦ । ୩୦ ତାରିଖରେ ମୃତ୍ୟୁ ନେଇ ହୋଇଥବା ବ୍ୟକ୍ତି ଦିଲ୍ଲୀପ ବୋଲି କୁହଯାଇଥିଲା । ଦିଲ୍ଲୀପଙ୍କ ପରିବାର ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିସାରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ଭାବି ଆତ୍ମହତ୍ୟା କରିଥିଲେ ଦିଲ୍ଲୀପଙ୍କ ପତ୍ନୀ । ଦୁର୍ଘଟଣାରେ ଆହତ ଅନ୍ୟ ଜଣେ ଚିକିତ୍ସାଧୀନ ବ୍ୟକ୍ତିଙ୍କ ଚାଞ୍ଚଲ୍ୟକର ଦାବି । ଭେଣ୍ଟିଲେଟରରୁ ବାହାରି ସେ ନିଜ ନାଁ ଦିଲ୍ଲୀପ ସାମନ୍ତରାୟ କହିଲେ । ତାଙ୍କୁ ଜ୍ୟୋତିରଞ୍ଜନ ଭାବି ହାଇଟେକରେ ଚାଲିଥିଲା ଚିକିତ୍ସା । ଏବେ ବି ତାଙ୍କୁ ନିଜ ପୁଅ ବୋଲି ଜ୍ୟୋତିରଞ୍ଜନଙ୍କ ବାପା ଦାବି କରୁଥିବା ସୂଚନା । ଭେଣ୍ଟିଲେଟରରୁ ବାହାରିଥିବା ବ୍ୟକ୍ତି ଦିଲ୍ଲୀପ ନା ଜ୍ୟୋତିରଞ୍ଜନ ଅସ୍ପଷ୍ଟ । ପୋଲିସ ଘଟଣାର ତଦନ୍ତ କରୁଥିବା କହିଲେ ହସ୍ପିଟାଲ କର୍ତ୍ତୁପକ୍ଷ । ୨୯ ତାରିଖରେ ଏସି ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା ।
ହାଇଟେକ ବିସ୍ଫୋରଣ ଘଟଣାରେ ଟ୍ୱିଷ୍ଟ, ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ନେଇ ଦ୍ୱନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











