The Ultimate Managed Hosting Platform
ADVERTISEMENT

ନାବାଳିକା ବେକ କାଟିଲା ପାଗଳ

Facebook
Twitter
LinkedIn

ଦଶପଲ୍ଲା : ପାଗଳ କାଟିଲା ବେକ । ପାଗଳର ମରଣାନ୍ତକ ଆକ୍ରମଣରେ ନାବାଳିକା ଗୁରୁତର । ବାଣୀ ଗୋଛା ଥାନା ମିତିଗାଡୁ ଗାଁରେ ପାଗଳର ଉନ୍ମତ୍ତକାଣ୍ଡ । ଟାଙ୍ଗିଆରେ ନାବାଳିକାକୁ ଆକ୍ରମଣ । ବେକରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login