ବ୍ୟୁରୋ : ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ପେଟ ସମସ୍ୟା ଲାଗି ରୁହେ । ସେମାନଙ୍କର ପେଟ ସଫା ରୁହେ ନାହିଁ । ଏହା ଫଳରେ ମାଂସପେଶୀ କମଜୋର ହୋଇଯାଏ । ପାଚନ ଶକ୍ତି ବି କମଜୋର ହୁଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପେଟ ପୁରା ସଫା ରୁହେ ତେବେ ଆପଣଙ୍କୁ କିଛି ଜିନିଷ ସକାଳୁ ପିଇବାକୁ ପଡିବ । ଆସନ୍ତୁ ଜାଣିବା ..
ପାଣି-ସକାଳ ସମୟରେ ପେଟ ସଫା ରହିବା ନିହାତି ଜରୁରୀ । ଯଦି ଆପଣଙ୍କ ପେଟ ସଫା ନ ରୁହେ ତେବେ ଆପଣ ସକାଳ ସମୟରେ ଅଧିକରୁ ଅଧିକ ପାଣି ପିଇବା ଉଚିତ । ଏହା ଦ୍ୱାରା ପେଟର ମଇଳା ସବୁ ବାହାରି ଯିବ ।
ଲୁଣ ପାଣି-ସକାଳ ସମୟରେ ପେଟ ସଫା କରିବା ପାଇଁ ଲୁଣ ପାଣି ପିଇପାରିବେ । ଏହା ଦ୍ୱାରା ଗ୍ୟାସ ଏବଂ ପେଟ ଫୁଲିବା ସମସ୍ୟା ଦୂର ହେବ ।
ଫଳ ଜୁସ-ଆପଣଙ୍କୁ ସକାଳ ସମୟରେ ଫଳ ଏବଂ ପନି ପରିବା ଜୁସ ପିଇବା ଉଚିତ । ଏହା ଦ୍ୱାରା ଆପଣ ପୁରା ଦିନ ଫିଟ ଅନୁଭବ କରିବେ । ପେଟ ମଧ୍ୟ ସଫା ରହିବ ।
ପୁଦିନା ପାଣି -ଯଦି ସକାଳୁ ଆପଣଙ୍କ ପେଟ କାଟୁଛି ତେବେ ଆପଣ ପୁଦିନା ପାଣି ପିଅନ୍ତୁ । ଏହା ଦ୍ୱାରା ପେଟ ସଫା ରୁହେ ଏବଂ କ୍ୟାନସର ବିପଦ ମଧ୍ୟ କମ ଥାଏ ।
ହେଙ୍ଗୁ ପାଣି-ହେଙ୍ଗୁ ପାଉଡର ପାଣିରେ ମିଶାଇ ଆପଣ ସକାଳୁ ପିଇ ପାରିବେ । ଏହା ଦ୍ୱାରା ଆପଣଙ୍କ ପେଟ ସଫା ଏବଂ ଥଣ୍ଡା ରହିବ ।
ପେଟକୁ ସଫା ରଖିବ ଏହି ୫ଟି ଜିନିଷ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











