The Ultimate Managed Hosting Platform
ADVERTISEMENT

ପୋଲିସକୁ ଡିପଫେକ୍ ତାଲିମ

Facebook
Twitter
LinkedIn

ଭୁବନେଶ୍ୱର : ଡିପ୍ ଫେକ୍ ଭିଡିଓକୁ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି । ଆଗକୁ ନିର୍ବାଚନ ଥିବାରୁ ବୁଲିପାରେ ନେତାଙ୍କ ଡିପ୍ଫକେ୍ ଭିଡିଓ । ପୋଲିସର ବଛାବଛା ଅଧିକାରୀଙ୍କୁ ଫ୍ୟାକ୍ଟ ଚେକିଂର ତାଲିମ । ତାଲିମ ପ୍ରାପ୍ତ ଅଧିକାରୀ ଡିପ ଫେକ୍ ଫଟୋ ଓ ଭିଡିଓ ଚେକ୍ କରିବେ । କାର୍ଯ୍ୟରେ ଅଫିସରଙ୍କୁ ସହଯୋଗ କରିବେ ୨୦ ସାଇବର ଏକ୍ସପର୍ଟ । ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login