କାମାକ୍ଷାନଗର : ପିକନିକ ବସର ସିରିଜ ଦୁର୍ଘଟଣା । ଦୁର୍ଘଟଣାର ୪୦ ଆହତ । ହାଇୱାକୁ ବସ ଧକ୍କା ଦେବା ପରେ ବସକୁ ପିଟିଲା ଆଉ ଏକ ଟ୍ରକ । ମହାବୀର ରୋଡ ଥାନା ଭେଜିଆ ଛକରେ ସିରିଜ ଦୁର୍ଘଟଣା । ଉଭୟ ଗାଡ୍ର ଡ୍ରାଇଭର ବସରେ ଥିବା ୪୦ ଅଧିକ ଆହତ । ଆହତଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି , ଉଦ୍ଧାର କାର୍ଯ୍ୟ ଜାରି । ସମ୍ବଲପୁରରୁ ପିକନିକ ସାରି ବଡ ଚଣା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଟ୍ରକ୍ ଚାଳକ ମଧ୍ୟ ଗୁରୁତର ଅଛନ୍ତି । ବସରେ ଥିଲେ ୫୧ ଜଣ ଯାତ୍ରୀ । ଚଣ୍ଡୀଖୋଲରୁ ସମ୍ବଲପୁର ହୀରାକୁଦ ଯାଇଥିଲା ଏହି ବସ୍ । ପିକନିକ୍ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ମହାବିରୋଡ଼ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
Views: 89











