ବୈାଦ୍ଧ: ମନମୁଣ୍ଡ ଥାନା ଏଏସଆଇ କୁମୁଦ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ । ସଂଘବଦ୍ଧ ଆକ୍ରମଣରେ ଏଏସଆଇ ଗୁରୁତର , ଅନ୍ୟ କର୍ମଚାରୀ ଆହତ । ଗୁରୁତର ଅବସ୍ଥାରେ ଏଏସଆଇଙ୍କୁ ବଲାଙ୍ଗିରରୁ ବରଗଡ ସ୍ଥାନାନ୍ତର । ଦପଲା ଗାଁରେ ଗଣ୍ଡଗୋଳ ସମାଧାନ ବେଳେ ଆକ୍ରମଣ । ଗଣ୍ଡଗୋଳର ଖବର ପାଇ ୨ କନ ଷ୍ଟେବଳ ସହ ଯାଇଥିଲେ ଏଏସଆଇ ।
Views: 97











