ଭୁବନେଶ୍ୱର : ରାସ୍ତା ଉପରେ ଅଳିଆ ପକାଇଲେ ହୋଇଯାଆନ୍ତୁ ସାବଧାନ । କାରଣ ଫାଇନ କାଟିବ ବିଏମସି । ଖୋଲାରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି । ସୂଚନା ଦେଲେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ରାସ୍ତା ଉପରେ ଅଳିଆ ପକାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ । ଖିଲାପ କଲେ ଦୋକାନୀଙ୍କ ଉପରେ ଫାଇନ କାଟିବ ବିଏମସି ।
Views: 92











