କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ସାତପଡାରୁ ଜହ୍ନିକୁଦା ଯିବା ବେଳେ ଫସି ରହିଲା ଡଙ୍ଗା । ଡଙ୍ଗାରେ ୨୫ ଯାତ୍ରୀ ଓ ୧୦ଟି ବାଇକ ଥିବା ସୂଚନା । ସାଢ଼େ ୧୦ଟା ବେଳେ ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘାଟକୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା । ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା । ଉଦ୍ଧାର କରିବାକୁ ଯାତ୍ରୀ ନିବେଦନ କରିଛନ୍ତି ।
Views: 81











