The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ବୱାନା ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ଫ୍ୟାକ୍ଟ୍ରି । ଘଟଣା ସ୍ଥଳରେ ୨୫ ଦମକଳ ବାହିନୀ ନିୟୋଜିତ । ଜଳୁଥିବା କୋଠାଟି ଏକ କାରଖାନା ହୋଇଥିବା ବେଳେ ସେଥିରେ ଅଧିକ ମାତ୍ରାର ପ୍ଲାଷ୍ଟିକ୍ ସାମଗ୍ରୀ ରହିଥିଲା । ତେଣୁ ନିଆଁ ଖୁବ୍ କମ୍ ସମୟରେ ବ୍ୟାପକ ମାତ୍ରାରେ ମାଡି ଚଲିଥିଲା । ଚାହୁଁ ଚାହୁଁ ସବୁ କିଛି ଜଳି ଯାଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login