The Ultimate Managed Hosting Platform
ADVERTISEMENT

ମିଳିଲା ବୋରୱେଲରେ ଫଶିଥିବା ଶିଶୁକନ୍ୟା ବିଜୟିନୀର ମା’ର ପରିଚୟ

Facebook
Twitter
LinkedIn

ସମ୍ବଲପୁର : ରେଙ୍ଗାଲ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା । ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଥିବା କହିଲେ ଏସପି । ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ଏବଂ ଶ୍ରମିକ ଶ୍ରେଣୀର । ଘଟଣାର ୩ ଦିନ ପରେ ତାଙ୍କୁ ଠାବ କରି ଥାନାକୁ ଆଣିଥିଲୁ । ତାଙ୍କ ମାନସିକ ଅବସ୍ଥା ଠିକ ନ ଥିବା ଜାଣି ଏସସିବିକୁ ପଠାଇଥିଲୁ । ଛୁଆଟିକୁ ସେ ଫୋପାଡି ଥିବା ଆମ ଆଗରେ ମାନିଥିଲେ । ବିଜୟନୀ ବାପା, ମା’ଙ୍କର ଦ୍ୱିତୀୟ ସନ୍ତାନ । ତେବେ ମା’ ମାନସିକ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ଏସପି । କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ ସ୍ପଷ୍ଟ କରିନାହାଁନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login