The Ultimate Managed Hosting Platform
ADVERTISEMENT

ଦକ୍ଷିଣ କୋରିଆ ନେତାଙ୍କୁ ଛୁରାମାଡ

Facebook
Twitter
LinkedIn

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ବିରୋଧୀ ଦଳ ନେତାଙ୍କୁ ଛୁରାମାଡ । ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗଙ୍କ ବେକରେ ଛୁରାମାଡ । ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନବନ୍ଦରର ନିର୍ମାଣ ସ୍ଥଳରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ଆତତାୟୀ ତାଙ୍କ ବେକକୁ ଛୁରୀ ଦ୍ଵାରା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା । ଏକ ସାଧାରଣ ସଭାରେ ଦକ୍ଷିଣ କୋରିଆର ବିରୋଧୀଦଳ ନେତା ଲି ଜେ-ମାୟୁଙ୍ଗଙ୍କୁ ସାଂଘାତିକ ଆକ୍ରମଣ କରାଯାଇଛି। ଦେଶର ଦକ୍ଷିଣ ପୂର୍ବ ବନ୍ଦର ସହର ବୁସାନ ଗସ୍ତ ସମୟରେ ମାୟଙ୍ଗ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ବେକରେ ଛୁରୀ ମାରି ଦେଇଥିଲା । ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଲି ଜେ-ମ୍ୟୁଙ୍ଗ । ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନବନ୍ଦରର ନିର୍ମାଣ ସ୍ଥଳରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ଆତତାୟୀ ତାଙ୍କ ବେକକୁ ଛୁରୀ ଦ୍ଵାରା ଆକ୍ରମଣ କରିଥିଲା । ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login