The Ultimate Managed Hosting Platform
ADVERTISEMENT

ଜାପାନ ଭୂମିକମ୍ପ: ନେଲାଣି ୨୦ ଜଣଙ୍କ ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂକମ୍ପରେ ୨୦ ଜଣଙ୍କ ମୃତ୍ୟୁ । ଅନେକ କୋଠା ଭୁଶୁଡିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ଗତକାଲି ୭.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ସୁନାମୀ ୱାର୍ଣ୍ଣିଂ ଜାରି ହୋଇଥିଲା । ନୂଆ ବର୍ଷରେ ୭ ଦଶମିକ ୬ ତୀବ୍ରତାରେ ହୋଇଥିଲା ଭୁମିକମ୍ପ । ତୁହାକୁ ତୁହା ଗୋଟିଏ ପରେ ଗୋଟିଏ ଭୂମିକମ୍ପ ସାରା ଜାପାନକୁ ସ୍ୱବ୍ଧ କରି ଦେଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜାପାନରେ ୪୮ ଘଣ୍ଟା ଭିତରେ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଇସିକା-ୱାର ୱାଜିମା, କାନା-ୱାଜା ଓ ଟୋ-ୟୋମା ଆଦି ସ୍ଥାନରେ ସୁନାମୀର ପ୍ରଥମ ଲହର ଛୁଇଁ ସାରିଛି । ସୋମବାର ୧ ମିଟର ଉଚରେ ଆସୁଥିବା ଜାପାନ ଉପୂଳରେ ମାଡ ହୋଇଥିବା ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login