The Ultimate Managed Hosting Platform
ADVERTISEMENT

ଫୁଲ ଓ ଆଲୋକରେ ସଜେଇ ହେଲା ଅଯୋଧ୍ୟା

Facebook
Twitter
LinkedIn

ଅଯୋଧ୍ୟା : ସଜେଇ ହେଉଛି ଅଯୋଧ୍ୟା । ଏହି ନୂଆବର୍ଷ ଭାରତୀୟବାସୀଙ୍କ ପାଇଁ ଏକ ନିଆରା ବର୍ଷ ହେବ। କାରଣ ଜାନୁଆରି ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଲାଣି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ପହଞ୍ଚିଥିବା ବେଳେ ପୂରା ସହର ଏକ ବୋହୂଟିଏ ପରି ଫୁଲରେ ସଜେଇ ହୋଇଛି। ଚାରିଆଡ଼େ ଲାଗିଥିବା ଆଲୋକ ସୌନ୍ଦର୍ୟ୍ୟକୁ ଦ୍ବିଗୁଣିତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login