The Ultimate Managed Hosting Platform
ADVERTISEMENT

ମା ଝିଅଙ୍କୁ ଚୂନ ଲଗାଇଲେ ୨ ଭଣ୍ଡ ବାବା

Facebook
Twitter
LinkedIn

ଢେଙ୍କାନାଳ : ଠାକୁରଙ୍କ ନାଁ ନେଇ ମା ଝିଅଙ୍କୁ ଚୂନ ଲଗାଇଲେ ୨ ଭଣ୍ଡ ବାବା । ଢେଙ୍କାନାଳ ସହରର ମୀନାବଜାର ଛକରୁ ଲୁଟି ନେଲେ । ୮ ହଜାର ଟଙ୍କା ସହ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଅଭିଯୋଗ । ଠାକୁରଙ୍କ ଦର୍ଶନ ସହ ବିପଦ ଦୂରିଭୂତ କରାଇବା କହି ଲକ୍ଷାଧିକ ଲୁଟ୍ । ଟଙ୍କା ଓ ସୁନା ଦେବାକୁ କହି ୫୧ ପାଦ ଆଗକୁ ଯିବାକୁ କହିଥିଲେ । ମା’ ଝିଅ ୫୧ ପାଦ ଆଗକୁ ଯାଇ ପଛକୁ ଚାହିଁବା ପରେ ୨ ବାବା ଚମ୍ପଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login