The Ultimate Managed Hosting Platform
ADVERTISEMENT

ଚାଲିଛି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ

Facebook
Twitter
LinkedIn

ଭୁବନେଶ୍ୱର : ବିଜେପିର ରାଜ୍ୟ ପଦାଧିକାରୀ ବୈଠକ ଓ ଜିଲ୍ଲା ସଭାପତି ବୈଠକ ଆରମ୍ଭ । ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଆରମ୍ଭ । କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ । ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବୈଠକରେ ଉପସ୍ଥିତ । ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ନିଷ୍ପତ୍ତି ଗ୍ରାଉଣ୍ଡରେ ପହଁଚାଯାଇବାକୁ ଦିଆଯିବ ମନ୍ତ୍ର । ସାଂସଦ ଜୁଏଲ ଓରାମ ଓ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବା ପାଇଁ ତିଆରି ହୋଇପାରେ ବ୍ଲୁ ପ୍ରିଣ୍ଟ୍ । ସେହିପରି ଆସନ୍ତାକାଲି ସଂଯୁକ୍ତ ମୋର୍ଚ୍ଚାର ବୈଠକ ବସିବ । ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ବିଜେପିି ସମାନ ଫର୍ମୁଲା ଆପଣାଇବ ବୋଲି କୁହାଯାଉଛି । ଜାନୁଆରୀ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login