The Ultimate Managed Hosting Platform
ADVERTISEMENT

ବାପାପୁଅଙ୍କୁ ଏସିଡ ମାଡ

Facebook
Twitter
LinkedIn

ଫୁଲବାଣୀ : ବାପାପୁଅ ସହ ୩ ଜଣଙ୍କୁ ଏସିଡ ମାଡ । ଟାଉନ ଥାନା ଶଶିପାନଦୋକାନ ଛକରେ ଏସିଡ ମାଡ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି । ସ୍ଥାନୀୟ ଲୋକଙ୍କ ମାଡରେ ଆକ୍ରମଣ କରିଥିବା ଯୁବକ ଆହତ । ପୂର୍ବ ଶତ୍ରୁତାରୁ ଏସିଡ ମାଡ ହୋଇଥିବା ଏସଡିପିଓଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login