ଢେଙ୍କାନାଳ :ଜେଲ ଗଲେ ପୋଲିସ ବାବୁ । ଲାଞ୍ଚ ମାମଲାରେ ୩ ବର୍ଷ ସଜ୍ଜା । ପୂର୍ବତନ ଏଏସଆଇଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । ଢେଙ୍କାନାଳ ସୁରପ୍ରତାପପୁର ଫାଣ୍ଡିର ପୂର୍ବତନ ଏଏସଆଇଙ୍କୁ ୩ ବର୍ଷ ଜେଲ । ପୂର୍ବତନ ଏଏସଆଇ ଗୈାରାଙ୍ଗ ଚରଣ ଶତପଥୀଙ୍କୁ ଜେଲ ଦଣ୍ଡ । ୨୦୦୭ରେ ଏକ ଜବତ ଗାଡି ଛାଡିବାକୁ ଲାଞ୍ଚ ନେଇ ଧରାପଡିଥିଲେ ।
Views: 68