The Ultimate Managed Hosting Platform
ADVERTISEMENT

୨୮ ବର୍ଷ ପରେ ବନ୍ଧା ହେଲେ ହତ୍ୟାକାରୀ !

Facebook
Twitter
LinkedIn

ବ୍ରହ୍ମପୁର : ୨୮ ବର୍ଷ ପରେ ଧରାପଡିଲା ଫେରାର ହତ୍ୟା ଅଭିଯୁକ୍ତ । ଶାଶୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିଲା ଚେନ୍ନାଇ ପୋଲିସ । ୧୯୯୮ରେ ଚେନ୍ନାଇରେ ଶାଶୁକୁ ହତ୍ୟା କରି ଫେରାର ହୋଇଥିଲା । ସୁରତରେ କିଛି ଦିନ କାମ କରିବା ପରେ ୨୦୦୧ରେ ୨ୟ ବିବାହ କରିଥିଲା । ଆସିକାରେ ୨ୟ ବିବାହ ପରେ ବ୍ରହ୍ମପୁର , କେନ୍ଦ୍ରାପଡାରେ କାମ କରୁଥିଲା । ପୋଲିସକୁ ଚକମା ଦେଇ ଏବେ ବ୍ରହ୍ମପୁରରେ ଶାଢୀ ଦୋକାନ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login