The Ultimate Managed Hosting Platform
ADVERTISEMENT

ଜାନୁଆରୀ ୧୫ରେ ଆରମ୍ଭ ହେବ ଧନୁଯାତ୍ରା, ୨୫ତାରିଖ ଯାଏଁ ଚାଲିବ

Facebook
Twitter
LinkedIn

ବରଗଡ: ବରଗଡର ପ୍ରସିଦ୍ଧ ଧନୁଯାତ୍ରା ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ଯାଏଁ ଚାଲିବ । ଏ ନେଇ ସୋମବାର ସନ୍ଧ୍ୟାରେ ଅମ୍ବାପାଲିଠାରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଅମ୍ବାପାଲି ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜୀରା ନଦୀ ଠାରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ବରଗଡ଼ ଉପ ଜିଲ୍ଲାପାଳ ,ବରଗଡ଼ ପୋୖର ପରିଷଦର କାର୍ୟ୍ୟ ନିର୍ବାହୀ ଅଧିକାରୀ , ଗୋପପୁର କମିଟିଙ୍କ ସମେତ କଳାକାରମାନେ ଉପସ୍ଥିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login