The Ultimate Managed Hosting Platform
ADVERTISEMENT

ଗୋଡାଇ ଗୋଡାଇ ହାଣିଲେ , ୭ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୭ ଗିରଫ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ସୂଚନା । ଅଭିଯୁକ୍ତ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି । ଅନ୍ୟ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି । ଗତକାଲି ଏୟାରପୋର୍ଟ ଛକରେ ଗୋଡାଇ ଗୋଡାଇ ହାଣିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login