ଭୁବନେଶ୍ୱର : କାମିୟା ଜାନି ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ସବୁ ଓଡିଆ ଓ ସନାତନୀଙ୍କ ପାଇଁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନଭାବନାକୁ ଆଘାତ କଲା ଭଳି କାମ କେହି ନ କରିବା ଉଚିତ୍ । ଜାଣତରେ ବା ଅଜାଣତରେ ଓଡିଆଙ୍କ ଭାବା ବେଗ ସହ ନ ଖେଳିଲେ ଭଲ ।
ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ତେବେ କାମିଆ ଜାନି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି । ଅଭିଯୋଗରେ କୌଣସି ସତ୍ୟତା ନଥିବା କହିବା ସହ ଯଦି କାହା ପାଖରେ କିଛି ପ୍ରମାଣ ରହିଛି, ତାକୁ ଉପସ୍ଥାପନ କଲେ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ଏଥିସହ କାମିଆ ଜାନି କେମିତି ଚାରି ଧାମ ବୁଲିଥିଲେ ବୋଲି ବିଜେପିକୁ ପାଲଟା ପ୍ରଶ୍ନ କରିଛି ବିଜେଡି । କାମିଆ ଜାନି ଗୋମାଂସ ଖାଉଥିବାର ଫଟୋ ଓ ଭିଡିଓ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି । ଜଣେ ଗୋମାଂସ ଖାଉଥିବା ଓ ଖାଇବାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଜଗନ୍ନାଥଙ୍କ ମନ୍ଦିରକୁ କିଭଳି ଗଲେ ବୋଲି ପ୍ରଶ୍ନ କରିଥିଲେ ବିଜେପି ନେତା ।
ଭାବାବେଗ ସହ ନ ଖେଳିବା ଉଚିତ; ଧର୍ମେନ୍ଦ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







