The Ultimate Managed Hosting Platform
ADVERTISEMENT

ନିଶା ବେପାରୀକୁ ୧୦ ବର୍ଷ ସଜା

Facebook
Twitter
LinkedIn

ଖୋର୍ଦ୍ଧା : ନିଶା ବେପାରୀକୁ ସଜା । ବ୍ରାଉନସୁଗାର ବେପାରୀକୁ ୧୦ ବର୍ଷ ଜେଲ ଓ ୧ ଲକ୍ଷ ଜରିମାନା । ଦୋଷୀ ରାଜେନ୍ଦ୍ର ପୃଷ୍ଟିକୁ ଜେଲ୍ ଦଣ୍ଡାଦେଶ ଦେଲେ ଏଡିଜେ-୨ । ୨୭୩ ଗ୍ରାମ ବ୍ରାଉନସୁଗାର ସହ ରାଜେନ୍ଦ୍ରକୁ ଧରିଥିଲା ଅବକାରୀ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login