The Ultimate Managed Hosting Platform
ADVERTISEMENT

ଜିଆରଏସଙ୍କୁ ଛୁରାମାଡ

Facebook
Twitter
LinkedIn

ପୋଲସରା : ଗାଁ ରାସ୍ତାରେ ସାଙ୍କୁରା ଜିଆରଏସଙ୍କୁ ଛୁରାମାଡ । ବୁଗୁଡା ଥାନା କଳମ୍ବ-ଅନ୍ତରପଡା ରାସ୍ତାରେ ଛୁରାମାଡ । ଜିଆରଏସଙ୍କ ଗୋଡରେ ବାଜିଛି ଛୁରୀ , ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାଁ ସୁକାନ୍ତ ପାଣିଗ୍ରାହୀ ଓ ଘର କଳମ୍ବ ଗାଁ ବୋଲି ଜଣାପଡିଛି। ସୁକାନ୍ତ ବୁଗୁଡ଼ା ବ୍ଲକର ଏ.କରଡ଼ାବାଡ଼ି ଓ ଶଙ୍କୁରୁ ପଞ୍ଚାୟତରେ ଜିଆରଏସ ଭାବେ କାର୍ୟ୍ୟ କରୁଥିଲେ। ଛୁରାମାଡ଼ ପରେ ସୁକାନ୍ତଙ୍କୁ ପ୍ରଥମେ ବୁଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ରାସ୍ତାରେ ସୁକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧାବାଟରେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି,ପରିବହନ ଠପ

ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ

ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...

ADVERTISEMENT

Login