The Ultimate Managed Hosting Platform
ADVERTISEMENT

କେରଳରେ ଆଉ ଏକ ଜୀବନ ନେଲା ମାରାତ୍ମକ କରୋନା

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଉପରମୁହାଁ ହେଲାଣି କରୋନା । କେରଳରେ ଭୟଙ୍କର ରୂପ ନେଲାଣି ମହାମାରୀ । ଆଜି ମାରାତ୍ମକ କରୋନା ଆଉ ଏକ ଜୀବନ ନେଇଛି । ଯାହା କରୋନା ଭୟକୁ ବଢାଇ ଦେଇଛି ।ଓଡିଶାରେ ସେଭଳି କୌଣସ୍ଥି ସ୍ଥିତି ନାହିଁ । କୋଭିଡ୍ ଲକ୍ଷଣ ଦେଖାଦେଲେ ପରିକ୍ଷା କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ପଡିଲେ ପରୀକ୍ଷା ସେଂଟର ବଢାଯିବ । ମାସ୍କ ବାଧ୍ୟତାମୂଳକ ପାଇଁ ବର୍ତମାନ ଗାଇଡଲାଇନ୍ ଆସିନାହିଁ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବର୍ତମାନ ସୁଦ୍ଧା ଓଡିଶାରେ କରୋନାର ନୂଆ ଭାରିଆଂଟ୍ ଚିହ୍ନଟ ହୋଇନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ସତର୍କ ରହିବା । ସର୍ଭିଲାନ୍ସ ବଢାଇବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login