The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଗୃହ ମନ୍ତ୍ରାଳୟର ବଡ ନିଷ୍ପତ୍ତି ,ସଂସଦ ଜଗିବେ ସିଆଇଏସଏଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଏଣିକି ସଂସଦ ଭବନ ସୁରକ୍ଷା ଦାୟିତ୍ୱରେ ରହିବେ ସିଆଇଏସଏଫ । ଡିସେମ୍ବର ୧୩ ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ କେନ୍ଦ୍ରର ନିଷ୍ପତ୍ତି । ଦିଲ୍ଲୀ ପୋଲିସ ହାତରୁ ନେଇ ସିଆଇଏସଏଫକୁ ଦିଆଯିବ ସୁରକ୍ଷା ଦାୟିତ୍ୱ । ନୂଆ ସଂସଦ ଭବନର ସର୍ଭେ ପାଇଁ ସିଆଇଏସଏଫକୁ ଗୃହ ମନ୍ତ୍ରାଳୟର ନିଦେ୍ର୍ଦଶ । ଦାୟିତ୍ୱ ନେବା ପୂର୍ବରୁ ସିଆଇଏସଏଫକୁ ସର୍ଭେ କରିବାକୁ ନିଦେ୍ର୍ଦଶ ।
ସୂଚନାନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି । ଫଳରେ ବ୍ୟାପକ ଭାବେ ସିଆଇଏସ୍ଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗର ନିୟମିତ ନିୟୋଜନ କରାଯାଇପାରିବ ।ନୂଆ ଓ ପୁରୁଣା ଦୁଇ ସଂସଦ ପରିସର ଏବଂ ତତ୍ସଂଲଗ୍ନ ସମସ୍ତ ବିଲିଡିଂର ସୁରକ୍ଷା ସିଆଇଏସଏଫ ଦାୟିତ୍ୱକୁ ଦିଆଯାଇଛି । ଏହାଛଡା ସଂସଦ ସୁରକ୍ଷା ସେବା, ଦିଲ୍ଲୀ ପୋଲିସ, ସିଆରପିଏଫ ମଧ୍ୟ ଉପସ୍ଥିତି ରହିବେ । ସିଆଇଏସଏଫ ଦିଲ୍ଲୀ ଏୟାରପୋର୍ଟ ଏବଂ ଦିଲ୍ଲୀ ମେଟ୍ରୋ ସୁରକ୍ଷା ଦାୟିତ୍ୱରେ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login