ରାଉରକେଲା : ରାଉରକେଲାରେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୩ ସୂଚନା । ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ସୂଚନା । ସରକାରୀ ଭାବେ ୬ ବାଦ୍ ଆଉ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା । ଆରଜିଏଚରେ ୩ ଅନ୍ୟ ଏକ ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ । ଅନ୍ୟ ଜଣେ ବ୍ୟକ୍ତିଙ୍କର ଘରେ ମୃତ୍ୟୁ ହୋଇଯାଇଥିବା ସୂଚନା । ୧୩ ଜଣଙ୍କର ମୃତ୍ୟୁକୁ ନେଇ ଅସମର୍ଥିତ ସୂତ୍ରରୁ ମିଳିଲା ସୂଚନା ।
Views: 76