The Ultimate Managed Hosting Platform
ADVERTISEMENT

୨ କ୍ରୀଡାବିତଙ୍କୁ ଖେଳରତ୍ନ, ୨୬ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର

Facebook
Twitter
LinkedIn

ଭୁବନେଶ୍ୱର : ୨ କ୍ରୀଡାବିତ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଚ୍ଚା ପାଇବେ ଖେଳରତ୍ନ । ବ୍ୟାଡ ମିଣ୍ଟନ ଖେଳାଳି ରାଙ୍କି ରେଡ୍ଡୀ ସାଇରାଜ ପାଇବେ ଖେଳରତ୍ନ । ୨୬ ଖେଳାଳିଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର । କ୍ରିକେଟର ମହମ୍ମଦ ସାମି ପାଇବେ ଅର୍ଜୁନ ପୁରସ୍କାର । ଜାନୁଆରୀ ୯ ତାରିଖରେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login