The Ultimate Managed Hosting Platform
ADVERTISEMENT

ଅନଶନରେ ପିହୁ ମା’

Facebook
Twitter
LinkedIn

ଯାଜପୁର : ବିଞ୍ଝାରପୁରର ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଲେ ପିହୁର ମା’ । ପିହୁକୁ ଖୋଜି ଆଣିବା ଦାବିରେ ଅନଶନରେ ବସିଲେ । ୨୦୨୦ ଅଗଷ୍ଟରୁ ନିଖୋଜ ଅଛି କୁନି ଝିଅ ପିହୁ । କିନ୍ତୁ ପୋଲିସର ଏ ନେଇ କାର୍ଯ୍ୟାନୁଷ୍ଠାନ ଶୂନ । ବାରମ୍ବାର ଥାନା ଦୁଆର ଦୈାଡି ଦୈାଡି ନୟାନ୍ତ ହେଲେଣି ପିହୁଙ୍କ ମା । କିନ୍ତୁ ପୋଲିସ ପିହୁଙ୍କୁ ଖୋଜିବାରେ ଫେଲ । ତେଣୁ ଆଜି ପୁଣି ଅନଶନରେ ବସିଛନ୍ତି ପିହୁଙ୍କ ମା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login