The Ultimate Managed Hosting Platform
ADVERTISEMENT

ଶୂନ୍ୟକାଳରେ ଉଠିବ ପ୍ରସଙ୍ଗ;ବାଚସ୍ପତି

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକସଭାକୁ ୨ ଅଜ୍ଞାତ ଯୁବକ ପଶି ଆସିବା ଘଟଣା । ଶୂନ୍ୟ କାଳରେ ଏ ନେଇ ଆଲୋଚନା ହେବ କହିଲେ ବାଚସ୍ପତି । ଦିଲ୍ଲୀ ପୋଲିସକୁ ଆବଶ୍ୟକୀୟ ନିଦେ୍ର୍ଦଶ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଯୁବକଙ୍କ ଠାରୁ ଜବତ ସାମଗ୍ରୀ କେବଳ ସ୍ମୋକ । ସ୍ମୋକକୁ ନେଇ ବେଶି ଚିନ୍ତିତ ହେବାର କାରଣ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login