ପୁରୀ : ଡିସେମ୍ବର ୧୬ରୁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିର ସବ କମିଟି ବୈଠଳରେ ପହିଲିଭୋଗ ନୀତି ଆଲୋଚନା । ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ରାତି ୨ଟାରେ ଦ୍ୱାର ଖୋଲିବ ।
ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଗଠିତ ସବକମିଟି ବୈଠକ ଅନୁଷ୍ଠିତ ହୋଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ବର୍ତ୍ତମାନ ବଜାର ଦରକୁ ନେଇ ତାଲିକା ପ୍ରଦାନ କରଯାଇଛି।ତେବେ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ଗତ ସେପ୍ଟେମ୍ବର ମାସରେ କମିଟି ବୈଠକ ବସି ଅନେକଗୁଡ଼ିଏ ନିଷ୍ପତ୍ତି ନେଇଥିଲା । ଆନନ୍ଦବଜାରେ ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ । ଅବଢ଼ା ବିକ୍ରି କରୁଥିବା ସୁପକାରଙ୍କ ଏକ ତାଲିକା ରହିବ । ଅଧିକୃତ ସେବାୟତଙ୍କୁ ଷ୍ଟଲ ନମ୍ବର ପକାଯାଇ ପରିଚୟପତ୍ର ପ୍ରଦାନ କରାଯିବ । ଭକ୍ତଙ୍କ ଯିବାଆସିବା ବାଟରେ ବସି କେହି ଅବଢ଼ା ବିକ୍ରି କରିପାରିବେ ନାହିଁ ।
ଆନନ୍ଦ ବଜାରରେ ଜରି ପାଲ ଖୋଲାଯାଇ ସ୍ଥାୟୀ ସେଡ୍ କରାଯିବ। ୩ ଓ ୧୪ ନମ୍ବର ଖଜା ଦୋକାନ ଭଙ୍ଗାଯିବ। କୌଣସି ସେବାୟତ ଶ୍ରୀମନ୍ଦିର ଭିତରକୁ ପାନ,ଗୁଟଖା ଖାଇ ଯିବେ ନାହିଁ।
ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯିବ। ଗତ ସେପ୍ଟେମ୍ବର ମାସରେ କମିଟି ବୈଠକ ବସି ଅନେକଗୁଡ଼ିଏ ନିଷ୍ପତ୍ତି ନେଇଥିଲା । ଆନନ୍ଦବଜାରେ ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ । ଅବଢ଼ା ବିକ୍ରି କରୁଥିବା ସୁପକାରଙ୍କ ଏକ ତାଲିକା ରହିବ । ଅଧିକୃତ ସେବାୟତଙ୍କୁ ଷ୍ଟଲ ନମ୍ବର ପକାଯାଇ ପରିଚୟପତ୍ର ପ୍ରଦାନ କରାଯିବ । ଭକ୍ତଙ୍କ ଯିବାଆସିବା ବାଟରେ ବସି କେହି ଅବଢ଼ା ବିକ୍ରି କରିପାରିବେ ନାହିଁ ।
୧୬ରୁ ରାତି ୨ରେ ଖୋଲିବ ଶ୍ରୀମନ୍ଦିର, ଆନନ୍ଦବଜାର ମଧ୍ୟରେ ଲାଗିବ ମହାପ୍ରସାଦ ଦର ତାଲିକା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











