ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଧାରା ୩୭୦ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଧାରା ୩୭୦ ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଭାରତରେ ମିଶ୍୍ରଣ ପରେ ଆଉ ସ୍ୱତନ୍ତ୍ର ମାନ୍ୟତା ବଜାୟ ରଖିପାରିବନି । ସମ୍ବିଧାନର ସବୁ ଅନୁଚ୍ଛେଦ ଜାମ୍ମୁ କାଶ୍ମୀର ପାଇଁ ଲାଗୁ ହୋଇପାରିବ । ଧାରା ୩୭୦ କେବଳ ଭାରତରୋ ମିଶ୍ରଣ ପାଇଁ ଉଦ୍ଧିଷ୍ଟ ଥିଲା ।
ଜାମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ । ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରିବାକୁ ନିଷ୍ପତ୍ତି । ନିର୍ବାଚନ କମିଶନଙ୍କୁ ନିଦେ୍ର୍ଦଶ ଦେଲେ ସର୍ବୋଚ୍ଚ କୋର୍ଟ । ୩୭୦ ଉଚ୍ଛେଦର ୪ ବର୍ଷ, ୪ ମାସ ଏବଂ ୬ ଦିନ ପରେ ଆଜି ସୁପ୍ରିମ୍କୋର୍ଟରେ ୫ ଜଣ ଜଜ୍ ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୟ କିଶନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବିଆର୍ ଗଭଇ ଓ ଜଷ୍ଟିସ୍ ସୂର୍ୟ୍ୟକାନ୍ତଙ୍କ ବେଞ୍ଚ୍ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ଉପରେ ସୁପ୍ରିମ୍କୋର୍ଟଙ୍କର ମୋହର ବାଜିଛି। କୋର୍ଟ ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଷ୍ଟ୍ରପତିଙ୍କର ନିଷ୍ପତ୍ତି ସାମ୍ବିଧାନିକ ରୂପେ ବୈଧ ଥିଲା। ଧାରା ୩୭୦ ଅସ୍ଥାୟୀ ଥିଲା। ସମ୍ବିଧାନର ସମସ୍ତ ବ୍ୟବସ୍ଥା ଜମ୍ମୁ-କାଶ୍ମୀର ଉପରେ ଲାଗୁ ହେବ। କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଧାରା ୩୭୦ ଉପରେ ରାଷ୍ଟ୍ରପତିଙ୍କର ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ଅଛି। ତାଙ୍କ ପାଖରେ ସାମ୍ବିଧାନିକ ଶକ୍ତି ରହିଛି।
‘୩୭୦’ ଉଚ୍ଛେଦ ବୈଧ, ସେପ୍ଟେମ୍ବର ୩୦ ସୁଧା ନିର୍ବାଚନ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







