The Ultimate Managed Hosting Platform
ADVERTISEMENT

୪ ବାଇକୁ କାରର ସିରିଜ ଧକ୍କା ; ଜଣେ ମୃତ

Facebook
Twitter
LinkedIn

ଖୋର୍ଦ୍ଧା : ବାଘମାରୀ ଧଳାପଥର ରାସ୍ତାରେ ଏକ କାରର ସିରିଜ ଧକ୍କା । ୪ ବାଇକକୁ ଧକ୍କା ଦେଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଗଲା କାର । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀ ମୃତ , ୪ ଜଣ ଗୁରୁତର । ଗୁରୁତର ୪ ବାଇକ ଆରୋହୀ ଖୋର୍ଦ୍ଧା ଜିଲ୍ଲା ମେଡିକାଲରେ ଭର୍ତ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର ଡ୍ରାଇଭର ଅନ୍ତର୍ଦ୍ଧାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login