ଭୁବନେଶ୍ୱର : ଓଡିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ବର୍ଷିଲା ବିଜେପି । ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି । ଓଡିଶା ପାଇଁ ଲଜ୍ଜାକର ଓ ଦୁର୍ଭାଗ୍ୟଜନକ କହିଲେ ମନମୋହନ ସାମଲ । ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା । ମୁଖ୍ୟମନ୍ତ୍ରୀଙ୍କର ସତସାହସ ଥିଲେ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ । ପ୍ରଧାନମନ୍ତ୍ରୀ କଡା ଗଣ୍ଡାରେ ଆଦାୟ ହେବ କହିସାରିଛନ୍ତି । ନବୀନ ବାବୁ ଏବେ ନିରବଦ୍ରଷ୍ଟା କାହିଁକି ।
Views: 105











