The Ultimate Managed Hosting Platform
ADVERTISEMENT

ସାଂସଦଙ୍କ ଘରୁ ୩ ବ୍ୟାଗ ସୁନାଗହଣା ଜବତ

Facebook
Twitter
LinkedIn

ରାଞ୍ଚି: କୁବେର ସାଂସଦଙ୍କ ଅମାପ ସମ୍ପତ୍ତି । କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ୩ ବ୍ୟାଗ ମିଳିଛି ସୁନା । ସାଂସଦ ଧୀରଜ ସାହୁଙ୍କ ଝାଡ଼ଖଣ୍ଡ ରାଞ୍ଚି ଘରୁ ସୁନାଗହଣା ଜବତ । ତିନିଟି ବ୍ୟାଗଭର୍ତ୍ତି ସୁନାଗହଣା ଆଇଟି ବିଭାଗ ଜବତ କରିଥିବା ସୂଚନା ମିଳିଛି । ୩ ରାଜ୍ୟରେ ଚାଲିଛି ଓଞ ବିଭାଗର ଚଢ଼ାଉ । ଦିନ ଗଡ଼ିବା ସହ ଯେଉଁଠି ଚଢ଼ାଉ ହେଉଛି, ସେଠି ମିଳୁଛି ପୁଳା ପୁଳା ଟଙ୍କା । ସ୍ଥିତି ଏମିତି ଯେ, ମେସିନ ବି କମ ପଡୁଛି ଟଙ୍କା ଗଣିବା ପାଇଁ । ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଗଣିବାକୁ ମଗା ଯାଉଛି ମେସିନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login