The Ultimate Managed Hosting Platform
ADVERTISEMENT

ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା; କଡା ଗଣ୍ଡା ଆଦାୟ ହେବ- ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା । ଘଟଣାକୁ ନେଇ ଏକ୍ସରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀ ଟଙ୍କାର ପାହାଡ ଦେଖନ୍ତୁ ଓ ତାଙ୍କ ନେତାଙ୍କ ଭାଷଣ ଶୁଣନ୍ତୁ । ଟଙ୍କା ଦେଖନ୍ତୁ ଓ ସେମାନଙ୍କ ନେତାଙ୍କର ଇମାନଦାରୀର ଭାଷଣ ଶୁଣନ୍ତୁ । ଜନତାଙ୍କଠାରୁ ଯାହା ଲୁଟିଛ, ତାକୁ କଡାଗଣ୍ଡା ଫେରାଇବାକୁ ପଡିବ । ଏହା ମୋଦିଙ୍କର ଗ୍ୟାରେଣ୍ଟି ବୋଲି ଏକ୍ସରେ ଲେଖିଲେ ପ୍ରଧାନମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login