The Ultimate Managed Hosting Platform
ADVERTISEMENT

୨୪ ଘଣ୍ଟାରେ ୧୦ ଶିଶୁ ମୃତ, ମୁଶୀଦାବାଦ ମେଡିକାଲରେ ଚାଞ୍ଚଲ୍ୟ

Facebook
Twitter
LinkedIn

କୋଲକତା : କୋଲକତାରେ ପୁଣି ଚାଞ୍ଚଲ୍ୟ । ୨୪ ଘଣ୍ଟା ଭିତରେ ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ । ରାଜ୍ୟ ପଶ୍ଚିମବଙ୍ଗର ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ଏସଏନସିୟୁ ବିଭାଗରେ ନବଜାତ ୧୦ ଶିଶୁଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ୧୦ ଜଣ ଶିଶୁଙ୍କ ଓଜନ ବହୁତ କମ୍ ଏବଂ ଅନ୍ୟାନ୍ୟ ଶାରିରୀକ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲର ମୁଖ୍ୟ ଏମଏଭିପି ଡାକ୍ତର ଅମିତ କୁମାର କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି ମେଡିକାଲରେ ଶିଶୁ ବିଭାଗରେ ଶିଶୁ ସ୍ପେଶାଲ ଡାକ୍ତରଙ୍କ ସହ ଅନ୍ୟାନ୍ୟ ବ୍ୟବସ୍ଥା ନାହିଁ ତାହେଲେ ହସ୍ପିଟାଲ ଡାକ୍ତର କାହିଁକି ନବଜାତ ଶିଶୁକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଯାହା ଫଳରେ ୧୦ ଜଣ ମା’ଙ୍କ କୋଳ ଶୁନ୍ୟ ପଡ଼ିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login