The Ultimate Managed Hosting Platform
ADVERTISEMENT

ଦୋହଲିଲା ୪ ରାଜ୍ୟ ; ତାମିଲନାଡୁ, କର୍ଣ୍ଣାଟକ, ମେଘାଳୟ ଓ ଗୁଜୁରାଟରେ ମୃଦୁ ଭୂକମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ତାମିଲନାଡୁ, କର୍ଣ୍ଣାଟକ, ମେଘାଳୟଓ ଗୁଜୁରାଟରେ ମୃଦୁ ଭୂକମ୍ପ । ୪ଟି ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରୁ କମ୍ ରହିଛି। କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ରିପୋର୍ଟ ନାହିଁ। ଗୁଜରାଟ କଛରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ସେହିଭଳି ମେଘାଳୟରେ ୩.୮ ତୀବ୍ରତାର ଝଟକା ଅନୁଭୂତ ହୋଇଛି। ତାମିଲନାଡ଼ୁରେ ୩.୨ ଏବଂ କର୍ଣ୍ଣାଟକରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। କର୍ଣ୍ଣାଟକ ବିଜୟପୁରାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login