The Ultimate Managed Hosting Platform
ADVERTISEMENT

କେସିଆର ମେଡିକାଲରେ ଭର୍ତ୍ତି, ଗୋଡ ଖସି ପଡିଗଲେ

Facebook
Twitter
LinkedIn

ତେଲେଙ୍ଗାନା : ବିଆରଏସ ମୁଖ୍ୟ କେସିଆର ଖସିପଡି ଆହତ । ଆହତ କେସିଆରଙ୍କୁ ଯଶୋଦା ହସ୍ପିଟାଲରେ ଭର୍ତ୍ତି । ଏରାଭାଲି ଫାର୍ମ ହାଉସରେ ଖସିପଡିବାରୁ ଆହତ । କେସିଆର୍ଙ୍କ ପୁଅ ଟ୍ଵିଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ୍ରେ କହିଛନ୍ତି, ‘ବିଆର୍ଏସ୍ ସୁପ୍ରିମୋ କେସିଆର୍ଙ୍କୁ ମାମୁଲି ଆଘାତ ଲାଗିଛି। ବର୍ତ୍ତମାନ ସେ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ହେପାଜତରେ ଅଛନ୍ତି। ସମର୍ଥନ ଏବଂ ଶୁଭକାମନା ହେତୁ ବାପା ବହୁତ ଜଲ୍ଦି ସୁସ୍ଥ ହୋଇଯିବେ। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ଧନ୍ୟବାଦ’।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login