The Ultimate Managed Hosting Platform
ADVERTISEMENT

ସୁନ୍ଦରଗଡରେ ଆଜି ସ୍କୁଲ ଛୁଟି

Facebook
Twitter
LinkedIn

ସୁନ୍ଦରଗଡ : ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା । ସବୁ ସରକାରୀ ଓ ବେସରକାରୀ ସ୍କୁଲ , ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login