The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମୁଖ୍ୟ କୋଚ ରହିବେ ଦ୍ରାବିଡ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପଦରେ ରହିବେ ଦ୍ରାବିଡ । ଚୁକ୍ତି ମିଆଦ ବୃଦ୍ଧି ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସୂଚନା । ଅନ୍ୟ ସପୋର୍ଟ ଷ୍ଟାଫ ଓ ଏନସିଏ ଅଧ୍ୟକ୍ଷ ଲକ୍ଷ୍ମଣଙ୍କ କାର୍ଯ୍ୟକାଳ ବଢିଲା ।ବ୍ୟାଟିଂ କୋଚ ରାଠୋର, ଫିଲ୍ଡିଂ କୋଚ ଟି ଦିଲ୍ଲୀପ, ବୋଲିଂ କାଚେ ମାମ୍ବ୍ରେ ରହିବେ । ବିଶ୍ୱକପ ସହ ସମସ୍ତଙ୍କ ଚୁକ୍ତି ମିଆଦ ସରୁଥିବାରୁ ବୈଠକରେ ନିଷ୍ପତ୍ତି । ଦ୍ରାବିଡଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା ସହ ଚୁକ୍ତି ମିଆଦ ବୃଦ୍ଧିକୁ ସମୃଦ୍ଧିକୁ ସହମତି । ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ଦ୍ରାବିଡ-ଲକ୍ଷ୍ମଣଙ୍କୁ ଦାୟିତ୍ୱ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login