The Ultimate Managed Hosting Platform
ADVERTISEMENT

ତେଲେଙ୍ଗାନାରେ ମତଦାନ

Facebook
Twitter
LinkedIn

ତେଲେଙ୍ଗାନା : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ରୁ ମତଦାନ ଆରମ୍ଭ । ବିଆରଏସ, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୨୬ ଲକ୍ଷ ଭୋଟର । ସୁରକ୍ଷା ଦୃଷ୍ଟିରୁ ସମସ୍ତ ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ମାଓ ପ୍ରଭାବିତ ୧୩ଟି ଆସନରେ ମତଦାନ ଶୀଘ୍ର ଶେଷ ହେବ ଏବଂ ସେଠାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ରାଜ୍ୟର ୧୦୬ଟି ବିଧାନସଭା ଆସନରେ ସକାଳ ୭ଟାରୁ ୫ଟା ପର୍ୟ୍ୟନ୍ତ ଭୋଟ ଅନୁଷ୍ଠିତ ହେବ। କିନ୍ତୁ ମାଓବାଦୀଙ୍କ ପ୍ରଭାବିତ ୧୩ଟି ଆସନରେ ସକାଳ ୭ଟାରୁ ୪ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login