The Ultimate Managed Hosting Platform
ADVERTISEMENT

ବୋମା ମାଡରେ ୨ ଆହତ

Facebook
Twitter
LinkedIn

ଖୋର୍ଦ୍ଧା : ୨ ଗୋଷ୍ଠୀ ମଧ୍ୟରେ ବିବାଦରୁ ବୋମାମାଡ । ବୋମାମାଡରେ ୨ ଜଣ ଆହତ ହୋଇଛନ୍ତି । ଜଟଣୀ ଥାନା ତରାବଇ ଗାଁରେ ଏକାଧିକ ବୋମାମାଡ ସୂଚନା । ୨ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବୋମାମାଡରେ ଭାଙ୍ଗିଛି ୩ ବାଇକ । ତେବେ କେଉଁ କାରଣରୁ ବୋମା ମାଡ଼ ହୋଇଛି ତାହା ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ିନି। ଜଟଣୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login