The Ultimate Managed Hosting Platform
ADVERTISEMENT

ଥରିଲା ୩ ଦେଶ ; ପାକିସ୍ତାନ, ନିଉ ଗୁଏନା, ଜିଜାଙ୍ଗରେ ଭୂକମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ଥରିଲା ପାକିସ୍ତାନ, ନିଉ ଗୁଏନା, ଜିଜାଙ୍ଗରେ ଭୂକମ୍ପ ଝଟକା । ପାକିସ୍ତାନରେ ୪.୨ ତୀବ୍ରତାର ଝଟକା ଅନୁଭୂତ । ନିଉ ଗୁଏନାରେ ୬.୫, ଜିଜାଙ୍ଗରେ ୫.୦ ତୀବ୍ରତାର ଝଟକା । ଭୋର୍ ୩ଟା ୩୮ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପୂର୍ବରୁ ନିଉ ଗିନିରେ ହୋଇଥିଲା ଭୂକମ୍ପ । ସେଠାରେ ତୀବ୍ରତା ଥିଲା ୬.୫ । ଭୋର୍ ୩ଟା ୧୬ ମିନିଟରେ ହୋଇଥିଲା ଭୂକମ୍ପ । ସେହିପରି ୫.୦ ତୀବ୍ରତା ଭୂମିକମ୍ପରେ ଥରିଛି ତିବ୍ଦତର ସିଜାଙ୍ଗ । ସେଠାରେ ଭୋର୍ ୩ଟା ୪୫ ମିନିଟରେ ଝଟକା ହୋଇଥିଲା । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login